ବାଃ ବାଃ ରେ ହସ୍ପିଟାଲ:ଅଲଟ୍ରାସାଉଣ୍ଡ ପାଇଁ ୨ମାସର ଲମ୍ବା ଲାଇନ୍‌

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏମିତି ବ୍ୟବସ୍ଥା ଭୁବନେଶ୍ୱର: ଅଲଟ୍ରାସାଉଣ୍ଡ୍‌ କରିବାକୁ ହେଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରାୟ ୨ମାସ ଅପେକ୍ଷା କରିବାକୁ ପଡ଼ିବ। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏମିତ ବ୍ୟବସ୍ଥା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପ୍ରତିଦିନ ଅନେକ ରୋଗୀ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏଭଳି ଅବ୍ୟବସ୍ଥା ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅନେକ ବାଧ୍ୟହୋଇ ଘରୋଇ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ ପଳାଉଛନ୍ତି। ପ୍ରଭାସିନୀ ମଲ୍ଲିକ୍‌ ନାମକ ଜଣେ ମହିଳା … Continue reading ବାଃ ବାଃ ରେ ହସ୍ପିଟାଲ:ଅଲଟ୍ରାସାଉଣ୍ଡ ପାଇଁ ୨ମାସର ଲମ୍ବା ଲାଇନ୍‌